ଓଡ଼ିଆ ଭାଷାକୁ ଅଣଦେଖା ଘଟଣାର ପ୍ରତିବାଦ : ଝାଡ଼ଖଣ୍ଡରେ ତାତିଲେ ଓଡ଼ିଆ ଭାଷାଭାଷୀ

ଷଢ଼େଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ରାଇରଙ୍ଗପୁର : ଓଡ଼ିଆ ଭାଷାକୁ ଅଣ‌ଦେଖା ପ୍ରତିବାଦରେ ଝାଡ଼ଖଣ୍ଡରେ ଆଜି ଓଡ଼ିଆ ଭାଷାଭାଷୀ ତାତି ଉଠିଛନ୍ତି। ଷଢ଼େଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହିତ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି। ଝାଡ଼ଖଣ୍ତ ସରକାର ଦାବିଗୁଡ଼ିକ ପୂରଣ ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଝାଡ଼ଖଣ୍ତରେ … Continue reading ଓଡ଼ିଆ ଭାଷାକୁ ଅଣଦେଖା ଘଟଣାର ପ୍ରତିବାଦ : ଝାଡ଼ଖଣ୍ଡରେ ତାତିଲେ ଓଡ଼ିଆ ଭାଷାଭାଷୀ